ଭାଙ୍ଗିପାରେ ବାହୁବଳୀ ରେକର୍ଡ: ରିଲିଜ୍‌ ପୂର୍ବରୁ ୩୫୦ କୋଟି ଆୟ କଲା ‘ରେସ୍‌-୩’

ମୁମ୍ବାଇ:‘‘ରେସ୍‌ ୩’ ସଲ୍‌ମାନ୍‌ ଖାଁଙ୍କ କ୍ୟାରିୟର୍‌ରୁ ସବୁଠୁ ବଡ଼ ଫିଲ୍ମ ହୋଇ ସାରିଲାଣି। ଫିଲ୍ମଟି ରିଲିଜ୍‌ ପୂର୍ବରୁ ହିଁ ୩୫୦ କୋଟି ଟଙ୍କା ଆୟ କରି ସାରିଲାଣି। ଏସବୁ ଆସିଛି ସିନେମା ହଲ୍‌ରେ ପ୍ରଦର୍ଶନ ଅଧିକାର ବା ଥିଏଟ୍ରିକାଲ୍‌ ରାଇଟ୍‌ସ୍‌ ତଥା ମ୍ୟୁଜିକ୍‌ ଓ ସାଟେଲାଇଟ୍‌ ଅଧିକାର ଆଦି ବିକ୍ରିରୁ। ଅବଶ୍ୟ ଏକଥା ସତ ଯେ ‘ରେସ୍‌ ୩’ ଚଳିତ ବର୍ଷର ସବୁଠୁ ଅଧିକ ପ୍ରତୀକ୍ଷିତ ଫିଲ୍ମଙ୍କ ଭିତରୁ ଗୋଟିଏ। … Continue reading ଭାଙ୍ଗିପାରେ ବାହୁବଳୀ ରେକର୍ଡ: ରିଲିଜ୍‌ ପୂର୍ବରୁ ୩୫୦ କୋଟି ଆୟ କଲା ‘ରେସ୍‌-୩’